Wildebeest analysis examples for: ory-ory Number.
February 25, 2023 at 00:57
Script wb_pprint_html.py by Ulf Hermjakob
25588
LUK 13:1
୧.
ସେହି ସମୟରେ କେତେକ ଲୋକ ଆସି, ପୀଲାତ ଯେଉଁ ଗାଲିଲୀୟମାନଙ୍କ ରକ୍ତ ସେମାନଙ୍କର ବଳି ସହିତ ମିଶାଇଥିଲେ, ସେମାନଙ୍କ ବିପକ୍ଷରେ ତାହାଙ୍କୁ ଜଣାଇଲେ ।