Wildebeest analysis examples for:   ory-ory   [Word‍,    February 11, 2023 at 19:20    Script wb_pprint_html.py   by Ulf Hermjakob

14048  PSA 9:17  ସଦାପ୍ରଭୁ ଆପଣାର ପରିଚୟ ଦେଇଅଛନ୍ତି, ସେ ବିଚାର ସାଧନ କରିଅଛନ୍ତି; ଦୁଷ୍ଟ ନିଜ ହସ୍ତର କର୍ମପାଶରେ ବଦ୍ଧ ହୋଇଅଛି। [ହିଗାୟୋନ୍‍, ସେଲା ]