Wildebeest analysis examples for: ory-ory WordWord;
February 11, 2023 at 19:20
Script wb_pprint_html.py by Ulf Hermjakob
27650
ACT 18:24
ଇତିମଧ୍ୟରେ ଆପଲ୍ଲ ନାମକ ଜଣେ ଯିହୂଦୀ ଏଫିସକୁ ଆସିଲେ, ତାହାଙ୍କର ଜନ୍ମସ୍ଥାନ
ଆଲେକ୍ଜାଣ୍ଡ୍ରିଆ;
ସେ ସୁବକ୍ତା ଓ ଧର୍ମଶାସ୍ତ୍ରରେ ଶକ୍ତିଶାଳୀ ଥିଲେ ।